ଜୀବନଦର୍ଶନର ଗୁଢ଼ତତ୍ତ୍ବ : ଭଗବତ ଗୀତା

କଣ ଆପଣ ଜାଣନ୍ତି, ଶ୍ରୀମଦ୍ ଭାଗବତ ଗୀତା ବିଷୟରେ

ସଂସ୍କୃତି | 10 ମିନିଟ୍‌ରେ ପଢ଼ନ୍ତୁ | 01 Aug, 2017
ସମୁଦାୟ 5968 ଜଣ ପଢ଼ିଛନ୍ତି

Bhagvad Geeta୧.     ପ୍ରଶ୍ନ : ଏହା କିଏ କାହାକୁ କହିଥିଲେ ?
    ଉତ୍ତର : ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ୤
୨.    ପ୍ର : ଏହା କେବେ କୁହାଯାଇଥିଲା ?
    ଉ : ଅନ୍ୟୁନ ସାତ ହଜାର ବର୍ଷ ପୂର୍ବେ୤
୩.    ପ୍ର : ଏହା କେଉଁଦିନ କୁହାଯାଇଥିଲା ?
    ଉ : ଏହା ରବିବାର ଦିନ କୁହାଯାଇଥିଲା୤
୪.    ପ୍ର : ସେହି ଦିନ କେଉଁ ତିଥି ଥିଲା ?
    ଉ : ଏକାଦଶୀ ତିଥି୤
୫.    ପ୍ର : କେଉଁଠାରେ ଶୁଣାଇଥିଲେ ?
    ଉ : କୁରୁକ୍ଷେତ୍ରର ଯୁଦ୍ଧଭୂମିରେ୤
୬.    ପ୍ର : କେତେ ସମୟରେ ଏହା ଶୁଣାଇଥିଲେ ?
    ଉ : ୪୫ ମିନିଟ ସମୟରେ ୤
୭.     ପ୍ର : କାହିଁକି କୁହାଯାଇଥିଲା ?
    ଉ : କର୍ତ୍ତବ୍ୟ ପଥରେ ଓହରି ଯାଉଥିବା ପାର୍ଥଙ୍କୁ ଯୁଦ୍ଧକ୍ଷେତ୍ରରେ କର୍ତ୍ତବ୍ୟ ଶିଖାଇବା ତଥା ଆଗାମୀ ବଂଶଧରଙ୍କୁ ଧର୍ମର ପଥ ପ୍ରଦର୍ଶନ ହେତୁ ଏହା କୁହାଯାଇଥିଲା୤
୮.    ପ୍ର : ଗୀତାରେ କେତେ ଅଧ୍ୟାୟ ରହିଛି ?
    ଉ : ସମୁଦାୟ ୧୮ ଟି ଅଧ୍ୟାୟ୤
୯.     ପ୍ର : ଗୀତାରେ କେତୋଟି ଶ୍ଳୋକ ରହିଛି୤
    ଉ : ସମୁଦାୟ ୭୦୦ ଟି ଶ୍ଳୋକ୤
୧୦.     ପ୍ର : ଗୀତାରେ କଣ ସବୁ କୁହାଯାଇଛି ?
    ଉ : ଜ୍ଞାନ - ଭକ୍ତି - କର୍ମ ଯୋଗର ପଥ ବିଷୟରେ ବିସ୍ତୃତ ଭାବରେ ବ୍ୟାଖ୍ୟା କରାଯାଇଛି୤ ଏହି ସବୁ ପଥ ଅନୁସରଣ କରି ମନୁଷ୍ୟ ପରମପଦ ଲାଭ କରିପାରିବ୤
୧୧.     ପ୍ର : ଗୀତାକୁ ଅର୍ଜୁନଙ୍କ ବ୍ୟତୀତ କିଏ ଶୁଣିଥିଲେ?
    ଉ : ଧୃତରାଷ୍ଟ୍ର ଏବଂ ସଂଜୟ୤
୧୨.    ପ୍ର : ଅର୍ଜୁନଙ୍କ ପୂର୍ବରୁ ଗୀତାର ପବିତ୍ର ଜ୍ଞାନ କାହାକୁ ମିଳିଥିଲା ?
    ଉ : ସୂର୍ଯ୍ୟଦେବଙ୍କୁ୤
୧୩.     ପ୍ର : ଗୀତା କେଉଁ ଧର୍ମଗ୍ରନ୍ଥ ଅନ୍ତର୍ଭୂକ୍ତ ?
    ଉ : ଉପନିଷଦ୤
୧୪.     ପ୍ର : ଗୀତା କେଉଁ ମହାଗ୍ରନ୍ଥର ଅଂଶ ?
    ଉ : ମହାଭାରତର ଶାନ୍ତି ପର୍ବର ଏକ ଅଂଶ୤
୧୫.    ପ୍ର : ଗୀତାର ଅନ୍ୟନାମ କଣ ?
    ଉ : ଗୀତୋପନିଷଦ୤
୧୬.  ପ୍ର : ଗୀତାର ସାରମର୍ମ କଣ ?
    ଉ : ପ୍ରଭୂ ଶ୍ରୀକୃଷ୍ଣଙ୍କ ଶରଣ ନେବା୤
୧୭.    ପ୍ର : ଗୀତାରେ କିଏ କେତୋଟି ଶ୍ଳୋକ କହିଥିଲେ ?
    ଉ : ଶ୍ରୀ କୃଷ୍ଣ - ୫୭୪
    ଅର୍ଜୁନ - ୮୫
    ଧୃତରାଷ୍ଟ୍ର - ୧
    ସଂଜୟ - ୪୦
୧୮.    ପ୍ର : ଗୀତା ପଠନ ଦ୍ବାରା କଣ ହୁଏ ?
    ଉ : ମନୁଷ୍ୟ ଉଚିତ ଜୀବନଯାପନ କରିଥାଏ୤
Bhagad Geeta
ଆମର ଯୁବପୀଢ଼ିକୁ ଗୀତା ବିଷୟରେ ସୂଚନା ଦେବା ନିମନ୍ତେ ଏହି ପ୍ରଶ୍ନୋତ୍ତର ଉପସ୍ଥାପନା କରାଯାଇଛି୤
ବି.ଦ୍ର.: ଏହି ପ୍ରଶ୍ନୋତ୍ତର ହ୍ବାଟ୍‌ସଆପ୍‌ରେ ପ୍ରସାରିତ ଏକ ସମ୍ବାଦର ଓଡ଼ିଆ ଭାଷାନ୍ତରଣ ମାତ୍ର୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤